Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଉପଗ୍ରହ ପ୍ରେରଣରେ ଇସ୍ରୋର ସେଂଚୁରୀ

    Share on :
    Date: Jan 12, 2018    Views: 63

    ନୂଆଦିଲ୍ଲୀ : ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଆଉ ଏକ ମାଇଲ ଖୁଂଟ ସ୍ଥାପନ କରିଛି  । ଶ୍ରୀହରିକୋଟାରୁ ଭାରତ ଏହାର ୧୦୦ ତମ ଉପଗ୍ରହ ପ୍ରେରଣ କରିଛି  । ଆଜି ସକାଳ ସାଢେ଼ ୯ଟାରେ ସାଟେଲାଇଟ ଲଂଚ ଭେଇକଲ ପିଏସଏଲଭି-ସି୪୦ ସଫଳ ଉତକ୍ଷେପଣ କରାଯାଇଥିଲା । ଏଥିରେ ୩ଟି ସ୍ୱଦେଶୀ ଉପଗ୍ରହ ସାମିଲ ହୋଇଛି  । ଏହାଛଡ଼ା କାନାଡ଼ା, ଫିନଲାଣ୍ଡ, ଫ୍ରାନ୍ସ, କୋରିଆ, ବ୍ରିଟେନ ଓ ଆମେରିକାର  ୨୮ଟି ବିଦେଶୀ ଉପଗ୍ରହ ପ୍ରେରଣ କରାଯାଇଛି  । ଇସ୍ରୋର ଏହି ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟଯେ, ପୂର୍ବରୁ ଇସ୍ରୋର ଏଭଳି ଏକ ଉତକ୍ଷେପଣ ବିଫଳ ହୋଇଥିଲା  । ତେବେ ଆମେ ତ୍ରୁଟିକୁ ସୁଧାରି ସଫଳ ଉତକ୍ଷେପଣ କରିବାରେ ସମର୍ଥ ହୋଇଛୁ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook