Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲାଂଚ ନେବାବେଳେ ଧରାପଡ଼ିଲେ ତହସିଲଦାର

    Date: Jan 11, 2018    Views: 239

    ଭୁବନେଶ୍ୱର : ମାସକୁ ଲକ୍ଷ ଲକ୍ଷ ଟଙ୍କାର ମୋଟା ଦରମା  । ତଥାପି ବି ତହସିଲଦାର ବାବୁଙ୍କର ପେଟ ପୂରେନି କି ପକେଟ ଭରେନି  । ଲାଂଚ ନେବାରେ ବି ମାହିର  । ଚୋର ଘର ସବୁଦିନ ଅନ୍ଧାର ନଥିବା ଭଳି ଆଜି ସେଇ ବାବୁ ଜଣଙ୍କ ଧରାପଡ଼ିଛନ୍ତି  । ଜଣେ ବାଲି ମାଫିଆଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ିବସିଛି  । ଏଇ ବାବୁ ଜଣଙ୍କ ହେଉଛନ୍ତି କପ୍ତିପଦା ତହସିଲଦାର ଶରତ ଚନ୍ଦ୍ର ମଲ୍ଲିକ  । ଉଦଳାର ମେଣ୍ଢାଖାଲ ସ୍ଥିତ ଭଡ଼ା ଘରେ ଶରତ ଏହି ଲାଂଚ କାରବାର କରୁଥିଲେ  । ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କର ଘର ଓ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ ଜାରି ରଖିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook