Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପୁର ଗୁଳିକାଣ୍ଡ: ୨ ଅଟକ

    Share on :
    Date: Jan 9, 2018    Views: 153


    ବରଗଡ଼:  ବିଜେପୁର ପଡ଼ାଗାଁରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ପୁଲିସ୍ ୨ଜଣଙ୍କୁ ସନେ୍ଦହରେ ଅଟକ ରଖିଥିବା ଜଣାପଡ଼ିଛି । ବିଜେପି କର୍ମୀ ମନୋରଂଜନ ମେହେରଙ୍କ ଘରକୁ ୩ ରାଉଣ୍ଡ ଗୁଳି କରି ଖସିଯାଇଥିଲେ ଦୁର୍ବୃତ । ଆଜି ପୁଲିସ୍  ସନେ୍ଦହରେ ଛତିଶଗଡ଼ ସୀମାନ୍ତ ଲୋହରାଚଟିର ଏକ ଢ଼ାବାରୁ ୨ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ନିକଟରେ ଏକ ବୋଲାରୋ ମଧ୍ୟ ଜବତ କରିଛି । ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡ ଘଟଣାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ । ବିଜେପି ପ୍ରଭାରୀ ଏହି ଘଟଣା ପଛରେ ସ୍ଥାନୀୟ ମନ୍ତ୍ରୀଙ୍କ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook