Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପୁର ଗୁଳିକାଣ୍ଡ: ମନ୍ତ୍ରୀଙ୍କୁ ଅଙ୍ଗୁଳି ନିଦେ୍ର୍ଧଶ କଲେ ଅରୁଣ

    Date: Jan 9, 2018    Views: 119


    ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ନେଇ ରାଜନୀତି ଜୋର ଧରିଥିବା ବେଳେ ସେଠାରେ ଘଟିଥିବା ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ମନ୍ତ୍ରୀଙ୍କୁ ଅଙ୍ଗୁଳି ନିଦେ୍ର୍ଧଶ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ । ସେ  ଅଭିଯୋଗ କରିଛନ୍ତି ଯେ, ନିକଟ ଅତୀତରେ ୧୪ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଗଲାଣି । ଏହି ଗୁଳିକାଣ୍ଡ ପଛରେ ଜଣେ ସ୍ଥାନୀୟ ମନ୍ତ୍ରୀ ଷଡ଼ଯନ୍ତ୍ର କରିଛନ୍ତି । ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ । ୧୭ବର୍ଷ ଧରି ଶାସନାଧୀନ ନବୀନ ସରକାରକୁ ଲୋକେ ଉପାଡ଼ି ଫୋପାଡ଼ି ଦେବେ । 

     

    Maximum 500 characters

    ରାଜନୀତି View all

    Find Us on Facebook