Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଦଳିବ ଡ୍ରେସକୋର୍ଡ !

    Share on :
    Date: Jan 9, 2018    Views: 255


    ଭୁବନେଶ୍ୱର: ଆଗାମୀ ଦିନରେ ସ୍କୁଲମାନଙ୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସକୋର୍ଡ ବଦଳିବ । ଏ ନେଇ ସୂଚନା ଦେଇଛନ୍ତି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁୂରିଆ । ଆସନ୍ତା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ହସ୍ତତନ୍ତ ଓ ବାନ୍ଧକଳାକୁ ନେଇ ଏହି ଡ୍ରେସକୋର୍ଡ ପ୍ରସ୍ତୁତ ହେବ । ବର୍ତମାନ ଶିକ୍ଷୟିତ୍ରୀମାନଙ୍କ ଡ୍ରେସକୋର୍ଡ ପିଙ୍କ ଥିବା ବେଳେ ଶିକ୍ଷକମାନଙ୍କ ସ୍କାୟ କଲର ଡ୍ରେସକୋର୍ଡ ରହିଛି । ଅପରପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ବଦି୍ର ପାତ୍ର ଏହାକୁ ଖଣ୍ଡନ କରିଛନ୍ତି । ଏ ନେଇ କୌଣସି ପ୍ରସ୍ତାବ ଆସିନଥିବା ବେଳେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁୂରିଆ କେମିତି କହିଲେ ଜଣାନାହିଁ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook