Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଡୋପରେ ଧରାପଡ଼ି ୟୁସୁଫ ପଠାନ ସସପେଣ୍ଡ

    Share on :
    Date: Jan 9, 2018    Views: 397


    ମୁମ୍ବାଇ: ଭାରତୀୟ କି୍ରକେଟିୟର ୟୁସୁଫ ପଠାନ୍ ୫ ମାସ ପାଇଁ ଦଳରୁ ସସ୍ପେଣ୍ଡ ହୋଇଛନ୍ତି । ଆଗାମୀ ୫ ମାସ ପାଇଁ କି୍ରକେଟରୁ ବିସିସିଆଇ ତାଙ୍କୁ ସସପେଣ୍ଡ କରିଛି । ୟୁସୁଫଙ୍କ ନାଁରେ ପୂର୍ବରୁ ନିଷିଦ୍ଧ ଇଂଜେକସନ ନେବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ମୂଳେ ଡୋପ ଟେଷ୍ଟରେ ଧରାପଡ଼ିବାରୁ ବିସିସିଆଇ ତାଙ୍କୁ ୫ମାସ ପାଇଁ ସସପେଣ୍ଡ କରିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook