Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସ୍କୁଲ, କଲେଜକୁ ଯିବ ବିଜେପି

    Share on :
    Date: Jan 8, 2018    Views: 1298


    ଭୁବନେଶ୍ୱର : ରାଜ୍ୟ ବିଜେପି ରାଜନୈତିକ ଫାଇଦା ପାଇଁ ଆଉ ପାଦେ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛି ।  ଏଣିକି ରାଜ୍ୟର ପ୍ରତ୍ୟେକ ସ୍କୁଲ କଲେଜ୍ ଓ ବସ୍ତିମାନଙ୍କରେ ନୂଆ ନୂଆ କାର୍ଯ୍ୟକ୍ରମ କରିବ ବୋଲି ସ୍ଥିର କରିଛି । ନୂଆ ଭୋଟରଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରିବ । ରାଷ୍ଟ୍ରୀୟ ବିକାଶ ସହିତ ନୂଆ ଭୋଟରମାନଙ୍କୁ ଯୋଡ଼ିବାର ପ୍ରୟାସ କରିବ ବୋଲି ଦଳର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୧୨ରୁ ଏପି୍ରଲ୍ ୧୪ ପର୍ଯ୍ୟନ୍ତ କରାଯିବ । ଆଜି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କୁ ନେଇ ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ବୈଠକ ପରେ ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook