Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କେନ୍ଦୁଝରର ୩ ଟୋଲଗେଟରେ ୧୪୪ ଧାରା ଜାରି

    Share on :
    Date: Jan 5, 2018    Views: 128

    କେନ୍ଦୁଝର : କେନ୍ଦୁଝରର ୩ ଟୋଲଗେଟ୍ରେ ୧୪୪ ଧାରା ଜାରି କରାଯାଇଛି  । ସ୍ଥାନୀୟ ଅଂଚଳର ଚାପ ଗୋଷ୍ଠୀ ଆଂଚଳିକ ବିକାଶ ମଂଚ ଟୋଲଗେଟକୁ ବିରୋଧ କରି ବିକ୍ଷୋଭ କରିବାକୁ ଘୋଷଣା କରିଥିବାରୁ ୧୪୪ ଧାରା ଜାରି କରାଯାଇଛି  । ୨୦ ନମ୍ବର ଜାତୀୟ ରାଜପଥରେ ଥିବା ବନାଯୋଡ଼ି, ଢେଙ୍କିକୋଟ ଓ ହସନପୁର ଟୋଲଗେଟ ଅଂଚଳରେ ପୁଲିସ ପକ୍ଷରୁ ଏଭଳି ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook