Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ନୂଆ ୧୦ ଟଙ୍କିଆ ନୋଟରେ କୋଣାର୍କ

    Date: Jan 4, 2018    Views: 118

    ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରକୁ ନୂଆ ୧୦ ଟଙ୍କିଆ ନୋଟ୍ ଛାଡ଼ିବାକୁ ଯାଉଛି  । ଚକଲେଟ ବ୍ରାଉନ ରଂଗର ଏହି ନୋଟରେ କୋଣାର୍କ ସୂର୍ଯ୍ୟମନ୍ଦିରର ଛବି ରହିବ  । ଏଭଳି ପ୍ରାୟ ୧୦୦ କୋଟି ଟଙ୍କା ମୂଲ୍ୟର ନୋଟ ଆରବିଆଇ ଛାପିସାରିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି  ।


    ମିଳିଥିବା ସୂଚନାନୁସାରେ ଗତ ସପ୍ତାହରେ ଏହି ନୂଆ ୧୦ ଟଙ୍କିଆ ନୋଟର ଡିଜାଇନକୁ ସରକାର ମଂଜୁରୀ ଦେଇଥିଲେ  । ୨୦୦୫ରେ ଶେଷ ଥର ପାଇଁ ୧୦ ଟଙ୍କିଆ ନୋଟ ଛପା ଯାଇଥିଲା  । ଗତବର୍ଷ ଆରବିଆଇ ପକ୍ଷରୁ ନୂତନ୨୦୦ ଓ ୫୦୦ ଟଙ୍କିଆ ନୋଟ ବଜାରକୁ ଛଡ଼ାଯାଇଥିଲା  । ନକଲି ନୋଟକୁ ରୋକିବା ପାଇଁ ପୁଣି ଛୋଟ ଛୋଟ ନୋଟ ବଜାରକୁ ଆସିବ  ।

    Maximum 500 characters

    ଅର୍ଥନୀତି View all

    Find Us on Facebook