Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଲେବଲ କ୍ରସିଂରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

    Share on :
    Date: Jan 4, 2018    Views: 184

    ଖୋର୍ଦ୍ଧାରୁ ପ୍ରଦୀପ ପ୍ରଧାନ : ବୋଲଗଡ଼ ରେଳ ଲେବଲ କ୍ରସିଂରୁ ଜନୈକା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି  । ମୃତ ମହିଳାଙ୍କ ନାମ ଶ୍ୱେତଲତା ପଶ୍ଚିମ କବାଟ  । ୬୦ ବର୍ଷ ବୟସ୍କା ଏହି ମହିଳାଙ୍କ  ଘର ବୋଲଗଡ଼ ଗ୍ରାମପଂଚାୟତର ମାରଦାବାଡ଼ି ଗ୍ରାମରେ ବୋଲି ଜାଣିବାକୁ ମିଳିଛି  । ତେବେ ତାଙ୍କ ମୃତୁ୍ୟର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ପାରିବାରିକ କଳହ କାରଣରୁ ସେ ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି  । ଘଟଣା ସ୍ଥଳରେ ପୁଲିସ ପହଁଚିବା ସହ ତଦନ୍ତ ଆରମ୍ଭ କରିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook