Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ହିଜରି କ୍ୟାଲେଣ୍ଡର

    Date: Jan 2, 2018    Views: 55

    ଇସଲାମ ଧର୍ମର କ୍ୟାଲେଣ୍ଡର ହିଜରି ସାଲ ନାମରେ ପରିଚିତ  । ଏହି କ୍ୟାଲେଣ୍ଡରକୁ ମୁସଲିମ ଦେଶମାନଙ୍କ ସହ ସମଗ୍ର ବିଶ୍ୱରେ ବାସ କରୁଥିବା ଇସଲାମ ଧର୍ମାବଲମ୍ବୀମାନେ ବ୍ୟବହାର କରିଥା’ନ୍ତି  । ଏହା ଅନୁସାରେ ମହରମ ମାସର ପ୍ରଥମ ଦିନ ନୂଆବର୍ଷ  । ପ୍ରୟଗମ୍ବର ହଜରତ ମହମ୍ମଦ ୬୨୨ରେ ମକ୍କାରୁ ମଦିନାକୁ ପ୍ରବାସ ବା ହିଜ୍ରତ କରିଥିଲେ  । ସେହିଦିନ ଠାରୁ ଇସଲାମୀୟ ଚାନ୍ଦ୍ର ପଂଜିକାର ହିଜରୀ ସମ୍ବତର ଗଣନା ଆରମ୍ଭ ହୋଇଛି  ।

    Maximum 500 characters

    ଅଜବ View all

    Find Us on Facebook