Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ପାକିସ୍ତାନକୁ ସୈନ୍ୟ ସହାୟତା ବନ୍ଦ କଲା ଆମେରିକା

    Share on :
    ajab-Image
    Date: Jan 2, 2018    Views: 6922

    ନୂଆଦିଲ୍ଲୀ : ନୂଆବର୍ଷରେ ଟ୍ୱିଟରେ ଧମକ ଦେବା ପରେ ପାକିସ୍ତାନକୁ ସୈନ୍ୟ ସହାୟତା ବନ୍ଦ କରିଦେଇଛି ଆମେରିକା  । ସୈନ୍ୟ ସହାୟତା ବାବଦରେ ପାକିସ୍ତାନ ପୂର୍ବରୁ ୧୬୨୮ କୋଟି ଟଙ୍କା ପାଉଥିବାବେଳେ ଏବେ ଆଉ ମିଳିବ ନାହିଁ  । ଫଳରେ ଭାରତ ଏକ ବଡ଼ଧରଣର କୂଟନୈତିକ ସଫଳତା ପାଇଛି ବୋଲି କୁହାଯାଉଛି  ।
    ସୂଚନାଯୋଗ୍ୟଯେ, ନୂଆବର୍ଷରେ ଟ୍ୱିଟ କରି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପାକିସ୍ତାନକୁ ଭର୍ତ୍ସନା କରିଥିଲେ  । ସେ କହିଥିଲେଯେ, ପାକିସ୍ତାନ ଆମକୁ ମୁର୍ଖ ବୋଲି ଭାବୁଛି  । ଗଲା ୧୫ ବର୍ଷ ଧରି ପାକିସ୍ତାନ ଆମକୁ ଠକି ଆସୁଛି  । ପାକିସ୍ତାନକୁ ଅର୍ଥ ଦେବା ଆମର ବୋକାମୀ ଥିଲା  । ଆତଙ୍କବାଦୀଙ୍କ ଲାଗି ପାକିସ୍ତାନ ନିଜ ମାଟିକୁ ଭୂସ୍ୱର୍ଗରେ ପରିଣତ କରିଛି  । ଏହି ମିଛ ଓ ଛଳନାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ  ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook