Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଓଏମ୍ସି ଦେବ ୨୧୦୦ କୋଟି ଜୋରିମାନା

    Share on :
    Date: Dec 25, 2017    Views: 171


    ଭୁବନେଶ୍ୱର: ସୁପି୍ରମ୍କୋର୍ଟଙ୍କ ନିଦେ୍ର୍ଧଶ ମାନି ଓଡ଼ିଶା ଖଣି ନିଗମ ଆସନ୍ତା ୩୦ ତାରିଖ ସୁଦ୍ଧା ଜୋରିମାନା ବାବାଦକୁ ୨୧୦୦ କୋଟି ଟଙ୍କା ଜମା କରିବ । ସର୍ବୋଚ୍ଚ ଅଦାଲତ ଏହି ଅର୍ଥ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜମା କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଓଏମ୍ସି ପକ୍ଷରୁ ଏହି ଅର୍ଥ ସ୍ପେଶାଲ ପରପୋଜ୍ ଭେଇକିଲ୍ରେ ଜମା କରାଯିବ । ଖଣି ଅଂଚଳର ବିକାଶ ପାଇଁ ଓଡ଼ିଶା ମିନେରାଲ୍ ବିଅରିଂ ଏରିଆଜ୍ ଡେଭଲପମେଂଟ କର୍ପୋରେସନ ନାମରେ ଏସ୍ପିଭି ଗଠନ କରାଯାଇଛି । ରାଜ୍ୟ ସରକାର ପରିବେଶ ନିୟମ ଉଳ୍ଲଂଘନ ବାବଦରେ ୧୫୫୭୫ କୋଟି ଟଙ୍କା ଓ ଜଙ୍ଗଲ ଆଇନ ଉଲ୍ଲଂଘନ ପାଇଁ ୨୦୦୦ କୋଟି ଟଙ୍କାର ଜରିମାନା ଓଏମ୍ସି ସହିତ ଅନ୍ୟ ଖଣି ଖନନକାରୀଙ୍କ ଠାରୁ ଆଦାୟ ଉପରେ ଜୋର ଦେଉଛନ୍ତି । ଏହାଫଳରେ ଓଏମ୍ବିଏଡିସି ପ୍ରାୟ ୨୦୦ ହଜାର କୋଟି ଟଙ୍କା ପାଇବା ସହିତ ଖଣି ଅଂଚଳରେ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟ ଚଳାଇପାରିବ । 

    Maximum 500 characters

    ଅର୍ଥନୀତି View all

    Find Us on Facebook