Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବଡ଼ଦିନ ପାଇଁ ରାଜ୍ୟବ୍ୟାପି ଖୁସିର ମାହୋଲ

    Date: Dec 25, 2017    Views: 48

    ଭୁବନେଶ୍ୱର: ଆଧ୍ୟାତ୍ମିକ ଉତ୍ସାହ ଉଦ୍ଧିପନାର ସହ ପ୍ରଭୂ ଯୀଶୁଖ୍ରୀଷ୍ଟଙ୍କ ଜନ୍ମତିଥି ବଡ଼ଦିନ ପର୍ବ ପାଳନ ନେଇ ରାଜ୍ୟବ୍ୟାପି ଖୁସିର ଲହରି ଖେଳିଯାଇଛି । ରବିବାର ମଧ୍ୟ ରାତିରେ ପ୍ରଭୂ ଯୀଶୁ ଧରାବତରଣ କରିବା ପରେ ରାଜ୍ୟବ୍ୟାପି ସୃଷ୍ଟି ହୋଇଛି ଉତ୍ସବମୁଖର ପରିବେଶ । ବଡ଼ଦିନ ପର୍ବ ପାଇଁ ଚର୍ଚ୍ଚଗୁଡ଼ିକରେ ସୁସଜ୍ଜିତ ଆଲୋକମାଳାରେ ସଜାଯାଇଛି । ଏ ନେଇ ଚର୍ଚ୍ଚମାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ଥିବା ୟୁନିଟ୍ ୪ ୟୁନିୟନ ଚର୍ଚ୍ଚ, ବରମୁଣ୍ଡା, ୟୁନିଟ୍ ୮, ସତ୍ୟନଗର ଆଦି ଚର୍ଚ୍ଚଗୁଡ଼ିକ ବେଶ୍ ରଙ୍ଗାରଙ୍ଗ ଆଲୋକରେ ସଜାଯାଇଛି । ସେହିପରି ବାଲେଶ୍ୱର, କଟକ, ବ୍ରହ୍ମପୁର ଆଦି ପ୍ରମୁଖ ସ୍ଥାନ ମାନଙ୍କରେ ଥିବା ଚର୍ଚ୍ଚଗୁଡ଼ିକରେ ବେଶ୍ ଧୁମଧାମରେ ପାଳିତ ହେଉଛି ବଡ଼ଦିନ ପର୍ବ । 

    Maximum 500 characters

    ଆଂଚଳିକ View all

    Find Us on Facebook