Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବ୍ରିଜରୁ ଖସିଲା ବସ୍, ୩୦ ମୃତ

    Share on :
    Date: Dec 23, 2017    Views: 527

    ଜୟପୁର : ବେପରୁଆ ଓ ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ରାଜସ୍ଥାନର ସବାଇ ମାଧୋପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି  । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ ବ୍ରିଜରେ ଭାରସାମ୍ୟ ହରାଇ ବନାସ ନଦୀ ତଳକୁ ଖସି ପଡ଼ିଛି  । ଫଳରେ ପ୍ରାୟ ୩୦ ଯାତ୍ରୀ ମୃତୁ୍ୟ ବରଣ କରିଛନ୍ତି  । ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜାଣିବାକୁ ମିଳିଛି  । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି  । ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook