Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ବରଗଡ ଭିଡିଓ ଭାଇରାଲ ଘଟଣା : ୬ ଗିରଫ

Date: Dec 3, 2017    Views: 400

ଭୁବନେଶ୍ୱର : ବରଗଡ଼ରେ ଜନୈକା ଯୁବତୀଙ୍କୁ ଅସଦାଚରଣ କରିବା ସହ ଭିଡ଼ିଓ ଭାଇରାଲ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି  । ଏଥିପାଇଁ ପୁଲିସ ପକ୍ଷରୁ ୨ଟି ଟିମ ଗଠନ କରାଯାଇଥିଲା  । ଗିରଫ ହୋଇଥିବା ଯୁବକମାନଙ୍କ ନାମ ହେଉଛି ଉମାକାନ୍ତ ଭୋଇ, ଜୟପ୍ରକାଶ ଭୋଇ, ଅଜିତ ବାରିକ, ହୁତାଶନ ହାତୀ, ସାହିଲ ବାରିକ ଓ ନୂତନ ବାରିକ  । 


    

Maximum 500 characters