Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

‘ଚାଷ ଯୋଗୁଁ ଆତ୍ମହତ୍ୟା କରିନାହାନ୍ତି ଚାଷୀ’

Date: Nov 29, 2017    Views: 120

ଭୁବନେଶ୍ୱର : ରାଜ୍ୟର କୌଣସି ଚାଷୀ ଚାଷ ଜନିତ କାରଣରୁ ଆତ୍ମହତ୍ୟା କରିନାହାନ୍ତି  । ଜିଲ୍ଲାପାଳ ଓ ଏସପିମାନେ ଚାଷୀ ଆତ୍ମହତ୍ୟାର ତଦନ୍ତ ରିପୋର୍ଟରେ ଏହା ଉଲ୍ଳେଖ କରିଛନ୍ତି  । ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଏସଂକ୍ରାନ୍ତୀୟ ପ୍ରଶ୍ନର ଉତରରେ ଏହା କହିଛନ୍ତି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ  ।
କୃଷି ମନ୍ତ୍ରୀ କହିଛନ୍ତିଯେ, ୨୦୧୬-୧୭ରେ ୧୧ ଓ ୨୦୧୭-୧୮ରେ ୭ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଥିଲା  । ଏନେଇ ଜିଲ୍ଲାପାଳ ଓ ଏସପି ତଦନ୍ତ କରିଥିଲେ  । ମିଳିତ ତଦନ୍ତ ରିପୋର୍ଟରେ ଆତ୍ମହତ୍ୟା କରିଥିବା ଚାଷୀ ଚାଷ ଜନିତ ନୁହେଁ ବୋଲି ଜଣାପଡ଼ିଛି  ।


    

Maximum 500 characters