Jul 18, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସମ୍ବଲପୁରୀ କପଡ଼ା ହେବ ସ୍କୁଲ ଡ୍ରେସ କୋଡ

    Share on :
    Date: Nov 27, 2017    Views: 1058

    ଭୁବନେଶ୍ୱର : ବଦଳିବ ସ୍କୁଲ ପିଲାଙ୍କ ଡ୍ରେସ କୋଡ଼  । ଧଳା ଓ ସ୍କାଏ ରଂଗ ପରିବର୍ତେ ପିଲାମାନେ ପିନ୍ଧିବେ ସମ୍ବଲପୁରୀ ଡିଜାଇନ୍ର ପୋଷାକ  । ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଗିନୀ ଛୁରୀଆ ଏହି ସୂଚନା ଦେଇଛନ୍ତି  । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ବୋଲି ଶ୍ରୀମତୀ ଛୁରୀଆ ପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook