Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମହାନଦୀ ବଂଚାଅ ଆଂଦୋଳନ ପକ୍ଷରୁ ସର୍ବଦଳୀୟ ବୈଠକ

    Share on :
    Date: Nov 26, 2017    Views: 289

    ଭୁବନେଶ୍ୱର : ମହାନଦୀ ବଂଚାଅ ଆଂଦୋଳନ ପକ୍ଷରୁ ଆଜି ଏକ ସର୍ବଦଳୀୟ ବୈଠକ ଆହୂତ କରାଯାଇଛି  । ବୈଠକରେ ୧୧ଟି ଦଳ ଯୋଗ ଦେଇଥିଲେ ମଧ୍ୟ ବିଜେପି ଯୋଗ ଦେଇନାହିଁ  । ବୈଠକରେ ବିଜେଡ଼ି ନେତା ପ୍ରତାପ ଦେବ, କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ, ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ଜାଣିବାକୁ ମିଳିଛି  । ମହାନଦୀ ପାଇଁ ଦଳ ମତ ନିର୍ବିଶେଷରେ  ସମସ୍ତେ ଏକ ହୋଇ ଲଢେ଼ଇ କରିବାକୁ ଏହି ସର୍ବଦଳୀୟ ବୈଠକ ଆହୂତ କରାଯାଇଛି  । ତେବେ ବିଜେପିର ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଏହା ବିଜେପିକୁ ଅକଳରେ ପକାଇବାର ଯଥେଷ୍ଟ ଆଶଙ୍କା ରିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook