Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

କ୍ଷମତା ପାଇଁ ନିରଂଜନ ଓ ନରସିଂହଙ୍କୁ ନିଦ ନାହିଁ : ସୁର

Date: Nov 23, 2017    Views: 503

ଭୁବନେଶ୍ୱର : କଂଗ୍ରେସର ସଂକଳ୍ପ ସମାବେଶକୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରଶ ରାଉତରାୟ  । ଏନେଇ ସେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିିସି ସଭାପତି ନିରଂଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଉପରେ ବର୍ଷିଛନ୍ତି  । 


ସୁର କହିଛନ୍ତିଯେ, ମୋକିମ୍ ବେପାରୀ, ତାଙ୍କର କିଛି ଠିକ୍ ଠିକଣା ନାହିଁ  । ଆଗରୁ କହୁଥିଲେ ପ୍ରସାଦଙ୍କ ଭଳି ନେତା ବିରଳ  । ଅନ୍ୟମାନେ ସବୁ ଦୁର୍ନୀତିଗ୍ରସ୍ତ  । ହେଲେ ଏବେ ନରସିଂହ ଓ ନିରଂଜନ ଗଲେ ତାଙ୍କର ପକେଟ୍ ଗରମ ହେଉଛି ବୋଲି ସୁର କହିଛନ୍ତି  । ସେହିପରି କ୍ଷମତା ପାଇଁ ନିରଂଜନ ଓ ନରସିଂହଙ୍କୁ ରାତିରେ ନିଦ ହେଉନାହିଁ  । ବିନା କଂଗ୍ରେସରେ ନିରଂଜନ, ନରସିଂହ ଓ ପ୍ରସାଦଙ୍କ ଘରେ ଚୁଲି ଜଳିବନି  । କେହି ପଦାକୁ ବାହାରି ପାରବେ ନାହିଁ ବୋଲି ସୁର କହିଛନ୍ତି  ।


    

Maximum 500 characters