Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ତେଜିଲା କୋଶଳ ଆଂଦୋଳନ

Date: Nov 23, 2017    Views: 75

ସମ୍ବଲପୁର : ପୁଣି କଡ଼ ଲେଉଟାଇଛି କୋଶଳ ଆଂଦୋଳନ  । କୋଶଳ ରାଜ୍ୟ ଗଠନ ପାଇଁ କୋଶଳ ସମନ୍ୱୟ ସମିତି ଆଂଦୋଳନ ଜୋର୍ କରିଛି  । ଆସନ୍ତାକାଲି ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ କୋଶଳ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି  । ୧୨ ଘଂଟା ଧରି ଏହି ଦୁଇ ଜିଲ୍ଲାରେ ବନ୍ଦ ପାଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି  । 


    

Maximum 500 characters