Jul 18, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଧାନ ବିଲରୁ ଯୁବତୀଙ୍କ ଶବ ଉଦ୍ଧାର

    Share on :
    Date: Nov 23, 2017    Views: 142

    ସୋନପୁର : ଧାନ ବିଲରୁ ଯୁବତୀଙ୍କ ଶବ ଉଦ୍ଧାର କରାଯାଇଛି  । ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଧାନ ବିଲରେ ଫିଙ୍ଗି ଦିଆଯାଇଛି  । ତାଙ୍କ ମୁହଁକୁ ପଥରରେ ଛେଚି ଦିଆଯାଇଥିବାରୁ   ଚିହ୍ନି ହେଉନାହିଁ  । ଅପରପକ୍ଷରେ ସୋନପୁର ଏସଡ଼ପିଓ ଘଟଣାର ଛାନଭିନ ଚଳାଇଥିବା ଜାଣିବାକୁ ମିଳିଛି  ।  ତରଭା ଥାନା ଅନ୍ତର୍ଗତ ଗହୀରଖମଣ ଗାଁରେ ଏହି ଘଟଣା ଘଟିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook