Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାଇକ୍ ରାଲିରେ ଆନ୍ନା

    Share on :
    Date: Nov 23, 2017    Views: 128

    ଭୁବନେଶ୍ୱର : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଜଗତସିଂହପୁର ଠାରେ ଜୟ କିଷାନ ସମାବେଶ ଆୟୋଜିତ ହେଉଛି  । ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ସହ  କିଷାନ ସମାବେଶରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଉଦ୍ବୋଧନ ଦେବେ  । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଜଗତସିଂହପୁର ଜିଲ୍ଲାପାଳ ପଡ଼ିଆରେ ହଜାର ହଜାର ଚାଷୀ ଉପସ୍ଥିତ ଅଛନ୍ତି  । ଅପରପକ୍ଷରେ ଭୁବନେଶ୍ୱରରୁ ଏକ ବାଇକ୍ ଓ କାର୍ ରାଲିରେ ଆନ୍ନା ହଜାରେ ଜଗତସିଂହପୁର ଅଭିମୁଖେ ଗସ୍ତ କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook