Jul 18, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୁକର୍ମ ଅଭିଯୋଗରେ ଓଡ଼ିଆ ଆଇଏଏସ୍ ଗିରଫ

    Share on :
    Date: Nov 21, 2017    Views: 598

    ଭୁବନେଶ୍ୱର : କୁକର୍ମ ଅଭିଯୋଗରେ ରାଜସ୍ଥାନ ପୁଲିସ୍ ଜଣେ ଓଡ଼ିଆ ଆଇଏଏସ ଅଫିସରଙ୍କୁ ଗିରଫ କରିଛି  । ଚାକିରୀର ପ୍ରଲୋଭନ ଦେଖାଇ ବରିଷ୍ଠ ଆଇଏଏସ୍ ବିବି ମହାନ୍ତି ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ କୁକର୍ମ କରିଥିବା ଅଭିଯୋଗ ହୋଇଥିଲା  । ତେବେ ୨୦୧୪ରେ ଗିରଫ ଭୟରେ ଶ୍ରୀ ମହାନ୍ତି ଫେରାର ହୋଇଯାଇଥିଲେ  । ଗତକାଲି ସେ ଆତ୍ମସମର୍ପଣ କରିବା ପରେ ପୁଲିସ୍ ତାଙ୍କୁ ଗିରଫ କରିଛି  । ସୋମବାର ସଂଧ୍ୟାରେ ଶ୍ରୀ ମହାନ୍ତି ସୋଡ଼ଲା ଏସିପି ଅଫିସ୍ରେ ଆତ୍ମସମର୍ପଣ କରିଥିଲେ ବୋଲି ଜୟପୁର ସାଉଥର ଏସିପି ଯୋଗେଶ ଦଦିଚ୍ ପ୍ରକାଶ କରିଛନ୍ତି  ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook