Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ହାତୀର ଗଳିତ ମୃତଦେହ ଠାବ

Date: Nov 15, 2017    Views: 53

କେନ୍ଦୁଝର: କେନ୍ଦୁଝର ଜିଲା ସଦର ବନାଞ୍ଚଳ ଅନ୍ତର୍ଗତ ଡୁମୁରିଆ ଜଙ୍ଗଲରେ ଏକ ମାଈ ହାତୀର ଗଳିତ ମୃତଦେହ ଠାବ କରାଯାଇଛି । ଏହି ହାତୀଟିର କିପରି ମୃତୁ୍ୟ ଘଟିଛି ତାହା ଜଣାପଡ଼ିନାହିଁ । ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । 


    

Maximum 500 characters