Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଆଜି ଶିଶୁ ଦିବସ

Date: Nov 14, 2017    Views: 21


ଭୁବନେଶ୍ୱର: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ତମ ଜୟନ୍ତୀ ଦିବସ  । ତାଙ୍କ ଜନ୍ମତିଥି ୧୪ ନଭେମ୍ବରକୁ ଜାତୀୟସ୍ତରରେ “ଶିଶୁ ଦିବସ’ ଭାବେ ପାଳନ କରାଯାଇଥାଏ ।  ପଣ୍ଡିତ ନେହେରୁ ଛୋଟ ପିଲାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ । ତାଙ୍କ ସ୍ମୃତିରେ ଭାରତର ପ୍ରତ୍ୟେକ ପ୍ରାନ୍ତରେ ବିଦ୍ୟାଳୟଗୁଡ଼ିକରେ ଏହି ଅବସରରେ ମନୋରଞ୍ଜନ କାର୍ୟ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ଆଧୁନିକ ଜ୍ଞାନକୌଶଳ ଯୁଗରେ ମଧ୍ୟ ଏସବୁ ଦିବସର ମହତ୍ୱ ଯଥେଷ୍ଟ ରହିଛି । ପିଲାବେଳୁ ଯଥାଭାବେ ଉପଦେଶ ଓ ପରାମର୍ଶ ମିଳିଲେ ଆଗାମୀ ଦିନରେ ସେମାନେ ସୁନାଗରିକ ହୋଇଥାନ୍ତି ।


    

Maximum 500 characters