Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଅଗ୍ନିକାଣ୍ଡରେ ଲକ୍ଷାକ୍ଷôକ ଟଙ୍କାର ସମ୍ପତ୍ତି ନିଷ୍ଟ

    Share on :
    Date: Nov 14, 2017    Views: 153


    ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କଲନ୍ଦା ଗ୍ରାମର ଅରୁଣ ସାହୁଙ୍କ ଘରେ ଗତକାଲି ରାତି ପ୍ରାୟ ୨ଟା ବେଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହିତ ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ବିଦୁ୍ୟତ ଲାଇନରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିିଛି । ଚେଇଧରାରୁ ଦୁଇଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଛନ୍ତି ।

    Maximum 500 characters

    ଆଂଚଳିକ View all

    Find Us on Facebook