Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଶିକ୍ଷା ସହାୟକଙ୍କ ବିକ୍ଷୋଭ

Date: Nov 13, 2017    Views: 20

ଭୁବନେଶ୍ୱର: ୨୦୦୩-୦୪ରେ ନିଯୁକ୍ତ ଶିକ୍ଷା ସହାୟକଙ୍କ •କିରି ନିୟମିତ କରିବା ଦାବି ନେଇ ସୋମବାର ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିଠାରେ ଶିକ୍ଷା ସହାୟକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନଭେମ୍ବର ୧ରୁ ସାମୁହିକ କାର୍ଯ୍ୟବନ୍ଦ କରି ସେମାନେ ଏହି ଆନେ୍ଦାଳନ ଜାରି ରଖିଛନ୍ତି । ସଂକଳ୍ପନାମା ପ୍ରକାଶ ନ ହେବା ଯାଏ ଆନେ୍ଦାଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

 


    

Maximum 500 characters