Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସର୍ଚ୍ଚ ଅପରେସନ, ଲ୍ୟାଣ୍ଡ ମାଇନ ଜବତ

    Date: Nov 13, 2017    Views: 110

    ରାଉରକେଲା: ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ ଚଳାଇଥିବା ପୋଲିସକୁ ସୂଚନା ମିଳିଥିଲା ।  ସୋମବାର ଭୋର ୩ଟାରେ ଡ଼ିଭିଏଫ, ସିଆରପିଏଫ୍ ଯବାନ ଓ ପୋଲିସ ପକ୍ଷରୁ ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇଥିଲା । ୩ଘଣ୍ଟାର ସର୍ଚ୍ଚ ଅପରେଶନରେ ପୋଲିସ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ତିଆରି ସାମଗ୍ରୀ, ୨ଟି ଷ୍ଟିଲ ଟିଫିନ (ଲ୍ୟାଣ୍ଡ ମାଇନ) ୪୦ ମିଟିର ବିଦୁ୍ୟ ତାର ଆଦି ଜବତ କରିଛି ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।

     

    Maximum 500 characters

    ଆଂଚଳିକ View all

    Find Us on Facebook