Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହିଳାଙ୍କ ଘରେ ପଶି ଛେଚା ଖାଇଲା ଯୁବକ

    Share on :
    Date: Nov 13, 2017    Views: 128

    ଭଦ୍ରକ: ମହିଳାଙ୍କ ଘରେ ପଶି ଯୁବକ ହଟହଟା । ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ପିଟିଛନ୍ତି ମହିଳା । ଭଦ୍ରକ ଜିଲ୍ଲା ଧାମରା ପାଇକସାହିରେ ଘଟିଛି ଏପରି ଘଟଣା । ଅଭିଯୋଗ ଅନୁସାରେ ଧାମରାରେ ମାଛଧରା ବୋଟରେ କାମ କରୁଥିବା ଜଣେ ଯୁବକ ଜଣେ ମହିଳାଙ୍କ ଘରେ ପଶିଥିଲେ । ପରେ ପରିବାର ଲୋକେ ଯୁବକଙ୍କୁ ଧରି ବାନ୍ଧିବା ସହ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ଧାମରା ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଯୁବକଙ୍କୁ ଡାକ୍ତରଖାନାରେ ପଠାଇଥିଲା ।  ସମ୍ପୃକ୍ତ ଯୁବକଙ୍କ ଘର ବାଲେଶ୍ୱର ଜିଲ୍ଲା ଅଞ୍ଚଳରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook