Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ଅଜଣା ଜନ୍ତୁ ଆକ୍ରମଣରେ ୧୨ ଛେଳି ମୃତ

Date: Nov 13, 2017    Views: 31

ଗଞ୍ଜାମ:  ଗଞ୍ଜାମ ଜିଲା ସାନଖେମୁଣ୍ଡି ଥାନା ଅନ୍ତର୍ଗତ ଖାଇଲୁଡ଼ି ଗ୍ରାମରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ଛେଳିଙ୍କର ମୃତୁ୍ୟ ଘଟିଛି । ଖବର ପାଇ ଚନ୍ଦ୍ରଗିରି ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍ ଖାଇଲୁଡ଼ି ଗ୍ରାମରେ ପହଞ୍ଚି ମୃତ ଛେଳିଗୁଡ଼ିକର ଶବ ବ୍ୟବଛେଦ ପାଇଁ ପଠାଇବା ସହିତ କେଉଁ ଜନ୍ତୁ ଏହି ଛେଳିଗୁଡ଼ିକୁ ମାରିଛନ୍ତି ତାର ତଦନ୍ତ ଆରମ୍ଭ କରିଛନ୍ତି ।

 


    

Maximum 500 characters