Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ଆଶାକର୍ମୀଙ୍କ ଧାରଣା

Date: Nov 13, 2017    Views: 21

ଫୁଲବାଣୀ: ମାସିକ ୧୨ ହଜାର ଟଙ୍କା ଦରମା, ଇପିଏଫ, ଇଏସଅଇ ସୁବିଧା ସହିତ ପେନସନ ପ୍ରଦାନ ଦାବିରେ ଆଜି ଫୁଲବାଣୀ ଜିଲ୍ଲାର ଅଶାକାର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ପରେ ଆଶାକର୍ମୀମାନଙ୍କ ଏକ ପ୍ରତିନିଧିମଣ୍ଡଳି ସମାନ କାର୍ଯ୍ୟକୁ ସମାନ ଦରମା, ଅବସରକାଳୀନ ସୁବଧା ଆଦି୧୨ ଦଫା ସମ୍ବଳତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।

 


    

Maximum 500 characters