Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ଟ୍ରେନ ଧକ୍କାରେ ୧୦ ମଇଁଷି ସହ ଜଗୁଆଳି ମୃତ

Date: Nov 13, 2017    Views: 18

ଗଂଜାମ: ଗଂଜାମ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି  । ମଇଁଷି ଚରାଇବାକୁ ଯାଉଥିବା ବେଳେ ଟ୍ରେନ୍ ଧକ୍କାରେ ଜଗୁଆଳିର ମୃତୁ୍ୟ ଘଟିଥିବା ବେଳେ ୧୦ ମଇଁଷି ପ୍ରାଣ ହରାଇଛନ୍ତି  । ଗୋଳନ୍ଥରା ରେଳ ପାର ହେଉଥିବା ବେଳେ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଜଗୁଆଳିଟି ଅଳ୍ପ ଦୂରରେ ଛିଟିକି ପଡିଥିବା ବେଳେ ଗୋଟିଏ ଗୋଡ ଏବଂ ଗୋଟିଏ ହାତ କଟି ଯାଇଥିବା ଦେଖିବାକୁ ମିଳିଛି  । ରେଳ ଧାରଣା ନିକଟରେ ମଇଁଷ ପଲ ମରିପଡିଛନ୍ତି  ।

 


    

Maximum 500 characters