Feb 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୁଜାଲି ଆକ୍ରମଣରେ ସରପଞ୍ଚ ଓ ସ୍ୱାମୀ ଗୁରୁତର

    Date: Nov 13, 2017    Views: 50

    କୋରେଇ: ଆଜି ସକାଳେ ଯାଜପୁର ଜିଲ୍ଲା କୋରୋଇ ବ୍ଲକ୍ କନ୍ତରା ଗ୍ରାମପଞ୍ଚାୟତର ସରପଞ୍ଚ ରୁନୁ ଭୂୟାଁ ଓ ତାଙ୍କ ସ୍ୱାମୀ ନାରାୟଣ ଭୂୟାଁଙ୍କୁ ପୂର୍ବତନ ସରପଞ୍ଚଙ୍କ ଭାଇ ଶଶୀଭୂଷଣ ବରାଳ(୨୪) ଭୂଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଭୟ ବିଜେଡି ଦଳର ସମର୍ଥକ ହୋଇଥିବାରୁ ଏହାକୁ ନେଇ ବ୍ଲକେରେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହେଇଛି । ଆହତ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଚିକିତ୍ସା ପାଇଁ କୋରେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

     

    Maximum 500 characters

    ତାଜା ଖବର View all

    Find Us on Facebook