Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିରରେ ଆଜି ପଇତା ଲାଗି ନୀତି

    Share on :
    Date: Nov 13, 2017    Views: 112

    ପୁରୀ: ଶ୍ରୀମନ୍ଦିରରେ ଆଜି ପଇତା ଲାଗି  । ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୂଙ୍କର ପଇତା ଲାଗି ନୀତି  ।  ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ହେବନାହିଁ  । ଆଜି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ  ।  ଏହି ଶ୍ରୀଅଙ୍ଗ ସେବାକୁ ଦଇତାପତି ସେବକମାନେ ସମ୍ପନ୍ନ କରିବେ  । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ଗର୍ଭଗୃହରେ ପ୍ରବେଶ କରିବା ପରେ ରତ୍ନ ସିଂହାସନରେ ଚଢି ମହାପ୍ରଭୂମାନଙ୍କର ପଇତା ଲାଗି କରିବେ  । ବାସୁଙ୍ଗା ପାଟରେ ର୍ନିମିତ ପଇତା ଲାଗି ହେବା ପରେ ପୁଣି ଥରେ ନୀତି ଆରମ୍ଭ ହେବ  । ବର୍ଷରେ ୩ରୁ ୪ ଥର ହୋଇଥାଏ ପଇତା ଲାଗି ସେବା ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook