Jul 18, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିଖୋଜ ବାୟୁସେନା ଯବାନଙ୍କ ମୃତଦେହ ଉଦ୍ଧାର

    Share on :
    Date: Nov 12, 2017    Views: 62


    କଟକ: ଅଭ୍ୟାସ ବେଳେ ପାରାଚୁ୍ୟଟରୁ ଖସି ଯିବାରୁ ଶନିବାର ବାୟୁସେନାର ଜଣେ ସୈନିକ ନିଖୋଜଥିବାବେଳେ ରବିବାର ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।  ୍ୱୃତକ ଜଣକ ହେଉଛନ୍ତି କଟକ ଚାରବାଟିଆ ବାୟୁସେନା କେନ୍ଦ୍ରର ଯବାନ ସିରିଂ ଧୋବା ।
    ଚୌଦ୍ୱାର ଅଞ୍ଚଳର ମଙ୍ଗରାଜପୁର ନିକଟରେ ଅଭ୍ୟାସ କରୁଥିବା ବେଳେ ସୈନିକ ଜଣକ ନିଖୋଜ ହୋଇ ଯାଇଥିଲେ ।  ଏଆରସିର ଉଡାଣ ବେଳେ ପାରାଚଚୁ୍ୟଟରୁ ସେ କେମିତି ଖସି ଯାଇଥିଲେ, ସେ ସମ୍ପର୍କରେ ଜଣାପଡ଼ି ନାହିଁ ।  ଡାଲିଯୋଡ଼ା ସଂରକ୍ଷିତ ଜଙ୍ଗଲର ସଫା ଗ୍ରାମପଞ୍ଚାୟତର ହରିପରୁ ଡ୍ୟାମ୍ ନିକଟରୁ ହେଲମେଟ୍ ଓ ପାରାଚୁ୍ୟଟ୍ ଉଦ୍ଧାର କରାଯାଇଛି । ଓଡ୍ରାଫ୍, ଏନଡିଆରଏଫ ଓ ହେଲିକପ୍ଟର ଜରିଆରେ ତଲାସି କରାଯାଇ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook