Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୩୦ ଭରି ସୁନାଗହଣା ଲୁଟ

    Share on :
    Date: Nov 12, 2017    Views: 186


    ରାଉରକେଲା:ରାଉରକେଲା ଆରଏସପି ଅଧିକାରୀଙ୍କ ଘରୁ ଚୋରି  । ନଗଦ ଦଶ ହଜାର ଟଙ୍କା ସହ ୩୦ ଭରି ସୁନାଗହଣା ଲୁଟ ହୋଇଛି । ରାଉରକେଲା ସେକ୍ଟର ୭ ଅଂଚଳରେ ଗତକାଲି ରାତିରେ ଘଟିଛି ଏହି ଘଟଣା  । ଆରଏସପି ଅଧିକାରୀ ଲମ୍ବୋଧର ମହନ୍ତଙ୍କ ଘରେ ଡ଼କାୟତି କରିଛନ୍ତି ଦୁର୍ବୃତ୍ତ ।  ଘଟଣା ସ୍ଥଳରେ ପୋଲିସ ପହଂଚି ତନାଘନା କରୁଛି  । ଝିଅ ବାହାଘର ପାଇଁ ଘରେ ରଖିଥିବା ସୁନା ଗହଣା ସହ ନଗଦ ରାଶି ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

    Maximum 500 characters

    ଆଂଚଳିକ View all

    Find Us on Facebook