Jul 18, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ: ନବୀନ

    Share on :
    Date: Nov 12, 2017    Views: 78


    ଭୁବନେଶ୍ୱର: ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହାଛଡ଼ା ଏଣିକି ସବୁ ଅଣସଙ୍ଗଠିତ ଶ୍ରମିକଙ୍କୁ ମିଳିବ ପରିଚୟ ପତ୍ର ବୋଲି ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି, ବିଜେଡି ଶ୍ରମିକଙ୍କୁ ସମ୍ମାନ କରେ, ଶ୍ରମ ଶକ୍ତି ଦେଶର ସବୁଠୁ ବଡ଼ ସମ୍ପତ୍ତି । ଏହି ସମାବେଶରେ ୩୦ଟି ଜିଲାର ବହୁ କର୍ମୀ ଯୋଗଦେଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook