Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ରଜ୍ୟର ୧୪ଟି ଜିଲା ଭୟଙ୍କ ମରୁଡି ଗ୍ରସ୍ତ: କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ

Date: Nov 12, 2017    Views: 18


ଭୁବନେଶ୍ୱର: କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କୃଷି ବିଶେଷଜ୍ଞ ଦଳ ରବିବାର ଓଡିଶା ଗସ୍ତରେ ଆସିଛନ୍ତି । ରାଜ୍ୟର ୧୪ଟି ଜିଲା ଭୟଙ୍କର ଭାବେ ମରୁଡି ଗ୍ରସ୍ତ ହୋଇଥିବା କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି  । ଚାଷୀ ଦୁର୍ଦ୍ଧଶା ଭିତରେ ରହିଛି । ଧାନ କ୍ଷେତରେ ପୋକର ଦାଉ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।  ଓଡିଶାର କୃଷିମନ୍ତ୍ରୀ ଦାମ ରାଉତଙ୍କ ଅନୁପ୍ରବେଶ ମନ୍ତବ୍ୟକୁ ନେଇ  ସେ ପ୍ରତିକ୍ରିୟା ରଖିଛନ୍ତି  । ଦାମ ବାବୁଙ୍କର ସେହିପରି ମନାସିକତା ଥିବା ସେ ଚାଷୀଙ୍କ ସମସ୍ୟା ବୁଝିବାକୁ ଆସିଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି   । ସେ କିଛି ଜିଲା ଗସ୍ତ କରିବା ସହ ଚାଷୀମାନଙ୍କୁ ଭେଟିଛନ୍ତି  । ଶେଖାୱାତଙ୍କ ନେତୃତରେ ଏହି ଟିମ ନୟାଗଡ ଦେଇ ବୌଦ୍ଧ ଓ ସୋନପୁର ଜିଲା ଗସ୍ତ କରିଛି । କୃଷି ମନ୍ତ୍ରୀ କଳାପାଣିରେ ବୃନ୍ଦା ସାହୁଙ୍କର ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି  ।


    

Maximum 500 characters