Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ପୋଡ଼ି ହୋଇ କଲେଜ ଛାତ୍ରୀ ମୃତ

Date: Nov 12, 2017    Views: 14


ଯାଜପୁର: ରବିବାର ସକାଳେ ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରମୁଁ ପଞ୍ଚାୟତରେ ଜଣେ କଲେଜ ଛାତ୍ରୀ ପୋଡ଼ି ହୋଇ ମୃତୁ୍ୟ ବରଣ କରିଛନ୍ତି । ବରୁଣେଶ୍ୱର କଲେଜରେ ଯୁକ୍ତ ତିନି (କଳା)ରେ ଅ୍ମୟନ କରୁଥିବା ପ୍ର‘ୁଲ୍ଲ ମଲ୍ଲିକଙ୍କ କନ୍ୟା ୧୮ ବର୍ଷୀୟ ପୂଜାଶ୍ରୀ ରୋଷେଇ କରୁଥିବାବେଳେ ଗ୍ୟାସ୍ ଲିକ୍ କରିବାରୁ ପୋଡ଼ି ଯାଇ ମରିଛନ୍ତି ବୋଲି ପରିବାର ଲୋକେ କହୁଛନ୍ତି । କିନ୍ତୁ, ପୂଜାଶ୍ରୀଙ୍କ ଶବରୁ କିରୋସିନ ଗନ୍ଧ ଆସୁଥିବାରୁ ଘଟଣା ପଛରେ ଅନ୍ୟ କିଛି ଥିବାର ସନେ୍ଦହ କରାଯାଉଛି । ଆଜି ସକାଳେ ପୋଡ଼ି ହୋଇ ଅତି ସାଙ୍ଘାତିକ ଅବସ୍ଥାରେ ଥିବା ପୂଜାଶ୍ରୀଙ୍କୁ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ।  ତାଙ୍କୁ ମୃତାବସ୍ଥାରେ ଗ୍ରହଣ କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।  ଏହା ପ୍ରେମ ବ୍ୟାପାର ଜନିତ ଅଘଟଣ ବୋଲି ଲୋକେ କହୁଛନ୍ତି ।


    

Maximum 500 characters