Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ନାଳରୁ ଜଣେ ଯୁବକଙ୍କ ଶବ ଉଦ୍ଧାର

Date: Nov 12, 2017    Views: 43


ଫୁଲବାଣୀ: ରବିବାର ପୂର୍ବାହ୍ନରେ ଖଜୁରିଆପଡ଼ା ଥାନା ଅନ୍ତର୍ଗତ ତିତ୍ରାପଙ୍ଗା ପାଖର ଏକ ନାଳରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି   । ମୃତ ଯୁବକଙ୍କ ନାମ ବ୍ରଜବନ୍ଧୁ କଅଁର । ତାଙ୍କ ଘର କୁଡ଼ପଦାୟ ଖଜୁିଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ଘଟଣାସ୍ଥଳରୁ ପୁଲିସ ଏକ ବାଇକ ଉଦ୍ଧାର କରାଯାଇଛି । ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି ।


    

Maximum 500 characters