Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହାତୀ ଆକ୍ରମଣରେ ୬ଟି ଗୋରୁ ଓ ମଇଁଷି ମୃତ

    Share on :
    Date: Nov 12, 2017    Views: 128


    ଭୁବନେଶ୍ୱର: ରବିବାର ପ୍ରତୁ୍ୟଷରେ ରାଜଧାନୀ ଉପକଣ୍ଠସ୍ଥ ଅନ୍ଧାରୁଆ ଗ୍ରାମ ଅନ୍ତର୍ଗତ ବିଲରେ ଏକ ହାତୀ କବଳରେ ପଡ଼ି ୬ଟି ଗୋରୁ ଓ ମଇଁଷି ପ୍ରାଣ ହରାଇଛନ୍ତି ।
    ଚନ୍ଦକା ଜଙ୍ଗଲରୁ ସେ ମାକେନା ହାତୀଟି ଆସିଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି । ବିଲରୁ ପାଚିଲା ଧାନ ଖାଇବା ପାଇଁ ଚନ୍ଦକାରୁ ହାତୀମାନେ ଆସି ସେଠାରେ ଚରାବୁଲା କରୁଥିବା ଗୃହପାଳିତ ପଶୁଙ୍କୁ ଆକ୍ରମଣ କରି ମାରି ପକାଉଛନ୍ତି । ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଖବର ପାଇ ବନ ବିଭାଗର କର୍ମଚାରୀ ଏବଂ ଚନ୍ଦକା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook