Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ସରିଲା କଟକର ଐତିହାସିକ ବାଲିଯାତ୍ରା

Date: Nov 12, 2017    Views: 23


କଟକ: ସରିଲା କଟକର ଐତିହାସିକ ବାଲିଯାତ୍ରା । ଶନିବାର ଶେଷ ଦିନରେ ଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା । ଲୋକେ ବାଲିଯାତ୍ରା ବୁଲିବା ସହ  ଚଟପଟି ଖାଦ୍ୟ ଓ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଇଥିଲେ । ବାଲିଯାତ୍ରାରେ ଘରକରଣା ସାମଗ୍ରୀର ବ୍ୟବସାୟ ମଧ୍ୟ ବେଶ୍ ଭଲ ଚାଲିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀମାନେ ଆସି ଏଠି ପସରା ମେଲାଇଥିଲେ ।  ଚଳିତବର୍ଷ ବାଲିଯାତ୍ରାରେ ପ୍ରାୟ ୫୦କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି ।

 


    

Maximum 500 characters