Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଆଗାମୀ ରାଜ୍ୟ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ

Date: Nov 12, 2017    Views: 17


ଭୁବନେଶ୍ୱର: ଆଗାମୀ ରାଜ୍ୟ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ସବୁ ଡିପାର୍ଟମେଣ୍ଟକୁ ଚିଠି ଲେଖିଛି ଅର୍ଥ ବିଭାଗ । ତା’ସହ ୨୦୧୭-୧୮ ଆର୍ଥିକ ବର୍ଷର ସଂଶୋଧିତ ବ୍ୟୟ ଅଟକଳ ପାଇଁ ମଧ୍ୟ ଚିଠି ଲେଖିଛି । ବିଧାନସଭାରେ ବଜେଟ ଆଗତ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ବିଭାଗଠାରୁ ଆଗାମୀ ବର୍ଷର ବ୍ୟୟ ଅଟକଳ ସଂଗ୍ରହ କରାଯାଇଥାଏ ।  ଏଥିପାଇଁ ଚଳିତବର୍ଷ ଡିସେମ୍ବର ୫ ସୁଦ୍ଧା ଅନଲାଇନରେ ତଥ୍ୟ ଦାଖଲ ପାଇଁ କହିଛି ଅର୍ଥ ବିଭାଗ ।


    

Maximum 500 characters