Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ମନ୍ତ୍ରୀଙ୍କ ଭ୍ୟାନିଟ୍ ଚୋରି

Date: Nov 11, 2017    Views: 31

ଭୁବନେଶ୍ବର : ମନ୍ତ୍ରୀ ଉଷା ଦେବୀଙ୍କ ଭ୍ୟାନିଟ ଚୋରି ହୋଇଯାଇଛି । ପୁରୀ ଦୁର୍ଗ ଏକ୍ସପ୍ରେସରେ ଯାଉଥିବା ବେଳେ ମନ୍ତ୍ରୀଙ୍କ ଭ୍ୟାନିଟ ନେଇ ଚୋର ଚମ୍ପଟ ମାରିଛି । ଭ୍ୟାନିଟରେ ୨୫ ହଜାର ଟଂକା ଓ ଏକ ମୋବାଇଲ୍ ଥିଲା । ଏନେଇ ମନ୍ତ୍ରୀଙ୍କ ପକ୍ଷରୁ ଟିଟିଲାଗଡ ଜିଆରପିରେ ମାମଲା ରୁଜୁ କରାଯାଇଛି ।


    

Maximum 500 characters