Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଈ ହାତୀର ମୃତ ଦେହ ଉଦ୍ଧାର

    Date: Nov 10, 2017    Views: 36


    କଟକ: ନରିଂହପୁର ରେଞ୍ଜ ଅନ୍ତର୍ଗତ ବଡ଼ଧରଣା ଜଙ୍ଗଲରେ ଶୁକ୍ରବାର ଏକ ମାଈ ହାତୀର ମୃତ ଦେହକୁ ବନ ବିଭାଗର କର୍ମ·ରୀମାନେ ଉଦ୍ଧାର କରିଛନ୍ତି ।  ଜଙ୍ଗଲକୁ ଯାଇଥିବା କିଛି ଲୋକ ପ୍ରଥମେ ମୃତ ହାତୀକୁ ଦେଖିଥିଲେ ।  ଏ ବାବଦରେ ସେମାନେ ବନ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ଓ କର୍ମ·ରୀମାନେ ପହଞ୍ଚିି ହାତୀର ମୃତ ଦେହକୁ ଉଦ୍ଧାର କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook