Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ବରଗଡରେ କେନ୍ଦ୍ରୀୟ ଟିମ

Date: Nov 10, 2017    Views: 16


ବରଗଡ଼: ବରଗଡରେ ପହଂଚିଛି କେନ୍ଦ୍ରୀୟ ଟିମ  ।ବରଗଡରେ ଏହି ଟିମ ମରୁଡି ସ୍ଥିତିର ସମୀକ୍ଷା କରିବା ସହ ·ଷୀ ଆତ୍ମହତ୍ୟାର କାରଣ ଖୋଜିବ ।  ମଧ୍ୟପ୍ରଦେଶ ଧାରର ସାଂସଦ ସାବିତ୍ରୀ ବାଇ ଠାକୁର ଓ ବିହାର ଶିବାନର ସାଂସଦ ଓମପ୍ରକାଶ ଯାଦବଙ୍କ ନେତୃତ୍ୱରେ ଏହି ଟିମ୍ ଜିଲ୍ଲାର ବିଭିତ୍ତ ଅଂଚଳ ବୁଲି ମରୁଡି ସ୍ଥିତି ଓ ଚକଡା ପୋକ ଯୋଗୁଁ ହୋଇଥିବା ଫସଲ ହାନୀର ସମୀକ୍ଷା କରୁଛି  । ସମୀକ୍ଷା ପରେ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ ଏହି ଟିମ୍  ।
ଏହାସହ ଲୁହୁରାଚଟୀ, ବିରିପାଲି, ଜାରିଂ, ବରପାଲି ଓ କଳାପାଣି ସମେତ ବିଭିତ୍ତ ଅଂଚଳର ଆତ୍ମହତ୍ୟା କରିଥିବା ·ଷୀ ପରିବାରକୁ ଭେଟି ସେମାନଙ୍କ ବାସ୍ତବ ସ୍ଥିତି ପରଖିଛି ଟିମ୍  ।  ଏହି ୬ଜଣିଆ ଟିମ୍ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସାଧାରଣ ସମ୍ପାଦକପି.ସୁଜ୍ଞାନ ରାଓ, ଆନ୍ଧ୍ରପ୍ରଦେଶ କୃଷକ ମୋର୍ଚ୍ଚା ସଭାପତି ପୁ‡ି ଚିରୁପତି ରାଓ, କିଷାନ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ସମ୍ବାଦକ ଶମ୍ଭୁ କୁମାର ପ୍ରମୁଖ ଅଛନ୍ତି ।

 


    

Maximum 500 characters