Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ଗେଷ୍ଟ ହାଉସରେ ସେକ୍ସ ରାକେଟ: ୨ ଦେହଜୀବୀଙ୍କ ସହିତ ୪ ଗ୍ରାହକ ଗିରଫ

Date: Nov 10, 2017    Views: 23


ପୁରୀ: ପୁରୀ ସହରରେ ଥିବା ଏକ ଗେଷ୍ଟ ହାଉସରେ ଚଢଉ କରି ପୁଲିସ ୨ ଜଣ ଦେହଜୀବୀଙ୍କ ସହିତ ୪ ଜଣ ଗ୍ରାହକଙ୍କୁ ଗିରାଫ କରିଛନ୍ତି । ଆଜି ସେମାନଙ୍କ ଡାକ୍ତରୀ ମାଇନା ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଟାଉନ୍ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ ସହରର ନରେନ୍ଦ୍ରକୋଣ ଅଞ୍ଚଳରେ ଥିବା ମହୋୱର ଗେଷ୍ଟ ହାଉସରେ ଦେହ ବ୍ୟବସାୟ ·ଲିଥିବା ନେଇ ପୁଲିସକୁ ଗୁପ୍ତ ସୂଚନା ମିଳିବା ପରେ ପୁଲିସ ଗେଷ୍ଟ ହାଉସ୍ ଉପରେ ନଜର ରଖିଥିଲା ।  ତେବେ ଗତକାଲି ବିଳମ୍ବିତ ରାତିରେ ଦେହଜୀବୀଙ୍କ ସହିତ ଗ୍ରାହକ ଥିବାର ସୂଚନା ପାଇ ପୁଲିସ ଚାଉ କରିଥିଲା  ।  ଦୁଇଟି ରୁମ୍ ଭିତରେ ଅସଞ୍ଜତ ଅବସ୍ଥାରେ ଥିବା ଦୁଇଜଣ ଦେହଜୀବୀଙ୍କ ସହିତ ୪ ଜଣ ଗ୍ରାହକଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି  । ଦେହଜୀବୀ ମାନେ ପୁରୀ ଜିଲା ବାହାରର ବୋଲି ଜଣାପଡ଼ିଛି ।

 


    

Maximum 500 characters