Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବନି ଆମେରିକା

Date: Nov 10, 2017    Views: 19


ୱଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଦକ୍ଷିଣ ଏସିଆ ରଣନୀତିର ଧ୍ୟାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟରେ ରହିଛି  ।  ମାତ୍ର ଏଥିପାଇଁ ଏହି ଦୁଇ ପଡୋଶୀ ଦେଶ ମଧ୍ୟରେ ଆମେରିକା କୌଣସି ପ୍ରକାର ମଧ୍ୟସ୍ଥତାର ଭୂମିକା ର୍ନିବାହ କରିବାକୁ ·ହୁଁ ନାହିଁ ବୋଲି ଆମେରିକାର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି  । ଦକ୍ଷିଣ ଏସିଆରେ ଅନେକ ଦେଶ ପରମାଣୁ ଅସ୍ତ୍ରଶସ୍ତ୍ର ଓ ବାଲାଷ୍ଟିକ କ୍ଷପଣାସ୍ତ୍ର ହାସଲ କରିବା ଦ୍ୱାରା ସେଠାରେ ଶାନ୍ତି ଓ ସ୍ଥିରତା ପାଇଁ ବିପଦ ସୃଷ୍ଟି ହୋଇଛି । ଏହାକୁ ନେଇ ଆମେରିକା ଚିନ୍ତିତ ରହିଛି ବୋଲି ଆମେରିକାର ଦକ୍ଷିଣ ଏବଂ ମଧ୍ୟ ଏସିଆ କାର୍ଯ୍ୟକ୍ରମ ସହାୟକ ମନ୍ତ୍ରୀ ଏଲିସ୍ ଜି ୱେଲ୍ସ କହିଛନ୍ତି  ।  ଏହାସହ ଏଲିସ୍ କହିଥିଲେ ଯେ, ଏହି ଦୁଇ ଦେଶ ମଧ୍ୟରେ ସୀମା ସୁରକ୍ଷା ଏବଂ ସଠିକ ସ୍ୱାସ୍ଥ୍ୟ ପାଇଁ ଦୁଇ ଦେଶ ମଧ୍ୟରେ ଭଲ ସଂପର୍କ ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

 


    

Maximum 500 characters