Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୩୫ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

    Share on :
    Date: Nov 10, 2017    Views: 109


    ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ସୁଲେଇକେଲା ଗାଁରୁ ୩୫ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି । ଏଥିସହ ଜଣେ ଦାଦନ ଦଲାଲକୁ ଅଟକ ରଖି ପଚରାଉଚରା କରୁଛି । ଦାଦନ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା କରାଯାଇଥିବା ଖବର ପାଇ ପୋଲିସ ଚଢାଉ କରିଥିଲା ।  ସୂଚନା ଅନୁଯାୟୀ, ଲୋଇସିଙ୍ଗା ବ୍ଲକ ସିଙ୍ଗାଦିମୁଣ୍ଡା ଗାଁର ୩୫ଜଣ ଶ୍ରମିକଙ୍କୁ ଦଲାଲ ପ୍ରଲୋଭନ ଦେଖାଇ ସୁଲେଇକେଲା ଗାଁରେ ରଖିଥିଲା ।   ସମସ୍ତ ଶ୍ରମିକଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ସମ୍ପୃକ୍ତ ଦଲାଲ ଯୋଜନା କରିଥିଲା

    Maximum 500 characters

    ଆଂଚଳିକ View all

    Find Us on Facebook